ବଦଳିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ କାର୍ଯ୍ଯର ସମୟ ନିର୍ଘଣ୍ଟ

Published By : Prameya-News7 Bureau | November 07, 2019 IST

ବ୍ରହ୍ମପୁର ୭।୧୧:  ଆଜି ଠାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ ପାଇଁ କାର୍ଯ୍ଯର ସମୟ ନିର୍ଘଣ୍ଟ ବଦଳିଛି  । ସକାଳ ୧୦ଟାରୁ ସନ୍ଧ୍ଯା  ୫ଟା ୩୦ମିନିଟ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ କର୍ମଚାରୀମାନେ କାର୍ଯାଳୟ ରେ କାର୍ଯ୍ଯରତ ରହିବେ ।ପ୍ରତ୍ଯେକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବିଶ୍ଵବିଦ୍ୟାଳୟ ଛୁଟି ରହିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

{"id":180353,"width":580,"height":196}

ବିଶ୍ବବିଦ୍ୟାଳୟ ଅଧୀନ ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟ ଶ୍ରେଣୀ ପୂର୍ବ ସମୟର କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ଏହା ୧୦ ଟାରୁ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.