Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭାରତ ଫେରିଲେ ଓଡ଼ିଆ ଆଥଲେଟ ଦୂତି ଚାନ୍ଦ : News7 ସହିତ ସ୍ୱତନ୍ତ୍ର ସାକ୍ଷାତକାର

31/08/2018 at 1:20 AM

ଦିଲ୍ଲୀ ୩୧/୮ : ଭାରତ ଫେରିଲେ ଓଡ଼ିଆ ଆଥଲେଟ ଦୂତି ଚାନ୍ଦ | ଜାକର୍ତ୍ତାରେ ୟଜିତ ଏସିଆନ ଗେମ୍ସରେ ୨ଟି ସିଲଭର ମେଡାଲ ପାଇଛନ୍ତି ଦୂତି ଚାନ୍ଦ | ୧୦୦ ମିଟର ଓ ୨୦୦ ମିଟର ଦୌଡରେ ରୋପ୍ୟ ପଦକ ପାଇ ଓଡିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ | ତାଙ୍କର ସଫଳତା ପାଇଁ ସାରା ଦେଶ ଗୌରବାନ୍ୱିତ | ଭାରତ ଫେରିବା ପରେ ଦୂତି ଚାନ୍ଦ News7କୁ ଦେଇଛନ୍ତି ଏକ ସ୍ୱତନ୍ତ୍ର ସାକ୍ଷାତକାର | ଆସନ୍ତୁ ଶୁଣିବା କଣ କହୁଛନ୍ତି ଦୂତି ଚାନ୍ଦ ….

   Related Posts