ଭାରତ ଫେରିଲେ ଓଡ଼ିଆ ଆଥଲେଟ ଦୂତି ଚାନ୍ଦ : News7 ସହିତ ସ୍ୱତନ୍ତ୍ର ସାକ୍ଷାତକାର
31/08/2018 at 1:20 AM

ଦିଲ୍ଲୀ ୩୧/୮ : ଭାରତ ଫେରିଲେ ଓଡ଼ିଆ ଆଥଲେଟ ଦୂତି ଚାନ୍ଦ | ଜାକର୍ତ୍ତାରେ ୟଜିତ ଏସିଆନ ଗେମ୍ସରେ ୨ଟି ସିଲଭର ମେଡାଲ ପାଇଛନ୍ତି ଦୂତି ଚାନ୍ଦ | ୧୦୦ ମିଟର ଓ ୨୦୦ ମିଟର ଦୌଡରେ ରୋପ୍ୟ ପଦକ ପାଇ ଓଡିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ | ତାଙ୍କର ସଫଳତା ପାଇଁ ସାରା ଦେଶ ଗୌରବାନ୍ୱିତ | ଭାରତ ଫେରିବା ପରେ ଦୂତି ଚାନ୍ଦ News7କୁ ଦେଇଛନ୍ତି ଏକ ସ୍ୱତନ୍ତ୍ର ସାକ୍ଷାତକାର | ଆସନ୍ତୁ ଶୁଣିବା କଣ କହୁଛନ୍ତି ଦୂତି ଚାନ୍ଦ ….