Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବାପ-ମାଆ କାହିଁକି ଚାହାଁନ୍ତି ଛୁଆଙ୍କ ବାହାଘର କରିବା ପାଇଁ…?

5/07/2020 at 9:47 PM

ଭୁବନେଶ୍ବର୫/୭: ଆଥଲେଟ୍ ଦୂତୀ ଚାନ୍ଦଙ୍କ ଜୀବନରେ ଏମିତି କିଛି ମୂହୁର୍ତ୍ତ ଥିଲା, ଯେଉଁ ସମୟରେ ଦୂତୀ ଆତ୍ମହତ୍ୟା କରିବାକୁ ବାହାରିଥିଲେ। ଦୂତୀ ଜଣେ ସାହାସୀ ଝିଅ, ଏଭଳି ନିଷ୍ପତ୍ତିରେ ପରିବାର ଲୋକେ ଖୁସି ତ?  ଏହି ପ୍ରଶ୍ନରେ ଦୂତୀ କହିଥିଲେ, ପିଲାମାନଙ୍କ ଖୁସିରେ ବାପ-ମାଆ ଖୁସି। ମୋ ଘର ଲୋକେ କାହିଁକି ମୋତେ ବିରୋଧ କରୁଛନ୍ତି। ତାଙ୍କର ଯେଉଁଥିରେ ଖୁସି, ସେ କରିବେ।  ମୋତେ ବାହା ହେବା ପାଇଁ ଝିଅ ଘର ଲୋକ ରାଜି ଅଛନ୍ତି। ତେଣୁ ପରିବାର ଲୋକଙ୍କର କିଛି ଅସୁବିଧା ନାହିଁ। ଏହି ସମଲିଙ୍ଗୀ ସଂପର୍କକୁ ନେଇ ୨୦୧୯ ମସିହାରେ ଦୂତୀ ଆତ୍ମହତ୍ୟା କରିବାକୁ ମଧ୍ୟ ବାହାରିଥିଲେ। ଦେଖନ୍ତୁ ଦୂତୀ କଣ କହୁଛନ୍ତି….

   Related Posts