ସମ୍ମାନଜନକ TIME 100 Next ରେ ସ୍ଥାନ ପାଇଲେ ଦୂତୀ ଚାନ୍ଦ

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ - ଭାରତର ସ୍ପିଣ୍ଟର ଦୂତୀ ଚାନ୍ଦ ସମ୍ମାନ ଜନକ TIME 100 Nextରେ ସ୍ଥାନ ପାଇଛନ୍ତି । ଟାଇମ୍‌ ମାଗାଜିନ୍‌ର ନେକ୍ସଟ୍‌ ୧୦୦ ଜଣଙ୍କ ମଧ୍ୟରେ ତାଙ୍କର ନାମ ରହିଛି । ଏହି ମାଗାଜିନ୍‌ ବିଶ୍ୱ ପ୍ରସିଦ୍ଧ । ବ୍ୟବସାୟ, ମନୋରଞ୍ଜନ, କ୍ରୀଡା. ରାଜନୀତି, ସ୍ୱାସ୍ଥ୍ୟ , ବିଜ୍ଞାନ ପ୍ରସଙ୍ଗ ଏହି ମାଗାଜିନ୍‌ରେ ସ୍ଥାନ ପାଇଥାଏ ।

ଏବେ ୨୦୨୦ ଅଲମ୍ପିକ୍‌ ପାଇଁ ଦୂତୀ ପ୍ରସ୍ତୁତି ଚଳାଇଛନ୍ତି .

ଏହା ପୂର୍ବରୁ Vogue Indiaରେ ତାଙ୍କର ନାମ ସ୍ପୋର୍ସ ପର୍ସନ ଅଫ୍‌ଦି ଇୟର ଭାବେ ସ୍ଥାନ ମନୋନୀତ ହୋଇଥିଲା ।

wp:core-embed/twitter {"url":"https://twitter.com/DuteeChand/status/1194610406842494977?s=20","type":"rich","providerNameSlug":"twitter","className":""}
https://twitter.com/DuteeChand/status/1194610406842494977?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.