Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସମ୍ମାନଜନକ TIME 100 Next ରେ ସ୍ଥାନ ପାଇଲେ ଦୂତୀ ଚାନ୍ଦ

13/11/2019 at 10:21 PM

ନୂଆଦିଲ୍ଲୀ – ଭାରତର ସ୍ପିଣ୍ଟର ଦୂତୀ ଚାନ୍ଦ ସମ୍ମାନ ଜନକ TIME 100 Nextରେ ସ୍ଥାନ ପାଇଛନ୍ତି । ଟାଇମ୍‌ ମାଗାଜିନ୍‌ର ନେକ୍ସଟ୍‌ ୧୦୦ ଜଣଙ୍କ ମଧ୍ୟରେ ତାଙ୍କର ନାମ ରହିଛି । ଏହି ମାଗାଜିନ୍‌ ବିଶ୍ୱ ପ୍ରସିଦ୍ଧ । ବ୍ୟବସାୟ, ମନୋରଞ୍ଜନ, କ୍ରୀଡା. ରାଜନୀତି, ସ୍ୱାସ୍ଥ୍ୟ , ବିଜ୍ଞାନ ପ୍ରସଙ୍ଗ ଏହି ମାଗାଜିନ୍‌ରେ ସ୍ଥାନ ପାଇଥାଏ ।

ଏବେ ୨୦୨୦ ଅଲମ୍ପିକ୍‌ ପାଇଁ ଦୂତୀ ପ୍ରସ୍ତୁତି ଚଳାଇଛନ୍ତି .

ଏହା ପୂର୍ବରୁ Vogue Indiaରେ ତାଙ୍କର ନାମ ସ୍ପୋର୍ସ ପର୍ସନ ଅଫ୍‌ଦି ଇୟର ଭାବେ ସ୍ଥାନ ମନୋନୀତ ହୋଇଥିଲା ।

   Related Posts