Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ନେପ୍ଲେସରୁ ସ୍ବର୍ଣ୍ଣ ଜିତି ଭାରତ ଫେରିଛନ୍ତି ଧାବିକା ଦୂତୀ ଚାନ୍ଦ : ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

15/07/2019 at 2:44 PM

ନୂଆଦିଲ୍ଲୀ ୧୫/୭: ଓ୍ବାଲର୍ଡ଼ ୟୁନିଭର୍ସିଟି ଗେମସ୍,ନେପ୍ଲେସରୁ ସ୍ବର୍ଣ୍ଣ  ଜିତି ଭାରତ ଫେରିଛନ୍ତି ଧାବିକା ଦୂତୀ ଚାନ୍ଦ।  ଭାରତର ପ୍ରଥମ ଧାବିକା ଭାବେ ଦୂତୀ ଏଇ ରେକର୍ଡ ନିଜ ନାଁରେ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଗୌରବ ଆଣିଦେଇଛନ୍ତି। 

୧୦୦ ମିଟର ସ୍ପିନ୍ଟକୁ କେବଳ ୧୧.୩୨ ସେକେଣ୍ଡରେ ଜିତିଛନ୍ତି ଦୂତୀ। ନିଜ ବ୍ୟକ୍ତିଗତ ଜୀବନର ଝଡକୁ ଦୂରରେ ରଖି ଭାରତ ପାଇଁ ଆଣିଛନ୍ତି ରେକର୍ଡ ଯେଉଁଥିପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

   Related Posts