ନେପ୍ଲେସରୁ ସ୍ବର୍ଣ୍ଣ ଜିତି ଭାରତ ଫେରିଛନ୍ତି ଧାବିକା ଦୂତୀ ଚାନ୍ଦ : ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ
15/07/2019 at 2:44 PM

ନୂଆଦିଲ୍ଲୀ ୧୫/୭: ଓ୍ବାଲର୍ଡ଼ ୟୁନିଭର୍ସିଟି ଗେମସ୍,ନେପ୍ଲେସରୁ ସ୍ବର୍ଣ୍ଣ ଜିତି ଭାରତ ଫେରିଛନ୍ତି ଧାବିକା ଦୂତୀ ଚାନ୍ଦ। ଭାରତର ପ୍ରଥମ ଧାବିକା ଭାବେ ଦୂତୀ ଏଇ ରେକର୍ଡ ନିଜ ନାଁରେ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଗୌରବ ଆଣିଦେଇଛନ୍ତି।
୧୦୦ ମିଟର ସ୍ପିନ୍ଟକୁ କେବଳ ୧୧.୩୨ ସେକେଣ୍ଡରେ ଜିତିଛନ୍ତି ଦୂତୀ। ନିଜ ବ୍ୟକ୍ତିଗତ ଜୀବନର ଝଡକୁ ଦୂରରେ ରଖି ଭାରତ ପାଇଁ ଆଣିଛନ୍ତି ରେକର୍ଡ ଯେଉଁଥିପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
Related Posts
ରେକର୍ଡ ସୃଷ୍ଟି କଲେ ସୁଶୀଲ୍ , ୩.୪୮ ସେକେଣ୍ଡରେ ଦୌଡ଼ିଲେ ୧୫ ଶହ ମିଟର
26 January 2021