ଯାଜପୁରରେ ଦୁତି ଚାନ୍ଦ ସମ୍ବର୍ଦ୍ଧିତ

Published By : Prameya-News7 Bureau | September 15, 2018 IST

ଯାଜପୁର ୧୫/୯: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଂଚାୟତ ପକ୍ଷରୁ ଦୈାଡ ରାଣୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅତଲାପୁର ସରପଂଚ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟକ ଦେବାଶିଷ ନାୟକ ଏବଂ ବହୁ ସିନେତାରକା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଦୈାଡ ରାଣୀ ଦୂତି ଚାନ୍ଦଙ୍କୁ ଉପଢୈାକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧିତ ସଭାରେ ଶତାଧିକ ଜନସମାଗମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.