ଦୌଡ ରାଣୀ ଦୂତୀ ଚାନ୍ଦଙ୍କ କମାଲ, ୨୦୦ମିଟର ଦୌଡ ଫାଇନାଲରେ କଲେ ପ୍ରବେଶ

Published By : Prameya-News7 Bureau | March 01, 2020 IST

ଭୁବନେଶ୍ବର ୧।୩: ପୁଣି ଦୌଡ ରାଣୀ ଦୂତୀ ଚାନ୍ଦଙ୍କ କମାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ନବମ ଦିନରେ ୨୦୦ ମିଟର ଦୌଡକୁ ୨୪.୭୨ ସେକେଣ୍ଡରେ ଅତିକ୍ରମ କରି ଦୂତୀ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଅପରାହ୍ନ ୨ଟା ୧୫ରେ ଖେଳାଯିବ ୨୦୦ ମିଟର ଫାଇନାଲ ଖେଳାଯିବ ।

{"id":230735,"sizeSlug":"large"}

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଅଷ୍ଟମ ଦିନରେ ୧୦୦ ମିଟର ଦୌଡରେ ଦୂତୀ ଚାନ୍ଦଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିଲା । ୧୧.୪୯ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ ଦୂତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.