କାଲିଠୁ ଦଶହରା ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ

Published By : Prameya-News7 Bureau | October 08, 2021 IST

ଭୁବନେଶ୍ୱର, ୦୮/୧୦: ଦଶହରା ଛୁଟି ଘୋଷଣା କଲେ ସରକାର । କରୋନା ଭିତରେ ସ୍କୁଲ୍ ଖୋଲିଥିବା ବେଳେ କାଲିଠାରୁ ଦସହରା ଛୁଟି ଘୋଷଣା ହୋଇଛି । ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.