Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଗୁରୁ ନାଁରେ କଳଙ୍କ : ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧାହେଲେ ଗଣିତ ଶିକ୍ଷକ

12/04/2021 at 11:12 AM

କଟକ ୧୨।୦୪: ଗୁରୁ ନାଁରେ କଳଙ୍କ । ଘର ବାପା ଓ ମାଆଙ୍କ ପରେ ସମାଜରେ ଗୁରୁଙ୍କ ଦାୟିତ୍ୱ ଢେର୍‌ ଅଧିକ ରହିଥାଏ । ଯଦି ସେ ଗୁରୁତ୍ୱପୂର୍ଣ୍ଣ ମଣିଷ ଟି ଯେବେ ଅମଣିଷ ପରି କାର୍ଯ୍ୟ କରିଥାଏ । ତେବେ ସମାଜ କେତେ ସୁରକ୍ଷିତ ତାହା ଏଥିରୁ ଭାବିବା ଉଚିତ୍‌ । ତେବେ କଟକର ଜଣେ ଗଣିତ ଶିକ୍ଷକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଛାତ୍ରୀଙ୍କ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି ।

ଖବର ଅନୁଯାୟୀ,ଏକ ଘରୋଇ ସ୍କୁଲରେ ଗଣିତ ଶିକ୍ଷକ ଭାବେ କାମ କରନ୍ତି । ନାବାଳିକା ଛାତ୍ରୀଙ୍କୁ ଭିଏସଟି ପରୀକ୍ଷା ନାଁର ହୋଟେଲକୁ ଡାକିଥିଲେ , ଏବଂ ସେଠାରେ ନାବାଳିକାଙ୍କୁ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ।

   Related Posts