Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଲକଡାଉନ୍‌ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଅବକାରୀ ବିଭାଗ

22/04/2020 at 3:52 PM

ଭଦ୍ରକ୨୨/୪: ଲକଡାଉନ୍‌ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଅବକାରୀ ବିଭାଗ। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ଜବତ ବେଳେ ବହୁ ବେପାରୀ ଗିରଫ ହୋଇଥିବା ବେଳେ ଏବେ ଜଣେ ନାୟବ ସରପଞ୍ଚଙ୍କୁ ଗିରଫ କରିଛି ଭଦ୍ରକ ଅବକାରୀ ବିଭାଗ। ଭଦ୍ରକ ଜିଲ୍ଲା  ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନI  ଅନ୍ତର୍ଗତ ନଛିପୁର ଗ୍ରାମ  ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା  ସମୟରେ  ବିଶେଷ ସୂତ୍ରରୁ ଖବର ପାଇ ନଛିପୁର ଗ୍ରାମରୁ  ୪୦ ଲିଟର ଚୋରI ଦେଶୀ ରନ୍ଧା ମଦ ଜବତ ହୋଇଛି।

 ଅବକାରୀ ବିଭାଗର ସୂଚନା ଅନୁଯାୟୀ  ମଦର ଆନୁମାନିକ ମୂଲ୍ୟ ୬ ହଜାର ଟଙ୍କI ହେବ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ନଛିପୁର ଗ୍ରାମର ବବୃ ବାହନ  ବେହେରାକୁ ଗିରଫ କରାଯାଇଛି। ଗିରଫ ଆସାମୀ ଜଣକ ବଣିଆ ଗ୍ରାମପଞ୍ଚାୟତର ନଏବ ସରପଞ୍ଚ ବୋଲି ଜଣାପଡିଛି।  ଭଦ୍ରକ ଅବକାରୀ  ନିରୀକ୍ଷକ ଧନେଶ୍ବର ବରାଡ଼ଙ୍କ ନେତୃତ୍ବ ଏକ ସ୍ବିତନ୍ତ୍ର ଦଳ ଚଢ଼ାଉ କରିଥିଲେ l ସେହି ପରି ଗ୍ରାମାଞ୍ଚଳ ଥାନା ବଗମରା ଅଞ୍ଚଳରୁ ୨୦ ଲିଟର ଦେଶୀ ମଦ ସହ ଜଣେ ଗିରଫ ହୋଇଛନ୍ତି । ଗିରଫ ଜଣଙ୍କ ବୁଲୁ ପାତ୍ର ବୋଲି ସୂଚନା ମିଳିଛି ।

   Related Posts