Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ରାତିରେ ଯାଇଥିଲେ ଯେ, ଆଉ ଫେରିଲେନି : ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ

10/08/2020 at 8:21 AM

ନୂଆପଡା ୧୦।୦୮: ଅଜଣା ଗାଡି ଧକ୍କାରେ ଜଣେ ମୃତ । ଜାତୀୟ ରାଜପଥ ୩୫୩ ସମ୍ଭବ ପାଖରେ ଦୁର୍ଘଟଣା ଘଟିଛି । ମୃତକ କୋମନା ଥାନା ମାନିଗୁଡା ଗ୍ରାମର ପ୍ରଦୀପ ମିର୍ଦ୍ଧା । ତାଙ୍କ ତିନୋଟି ଝିଅ ଥିବା ସୁଚନା ରହିଛି  ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଘରୁ ବାହାରି କୁଆଡେ ରାତିରେ ଯଆଇଥିଲେ, ଆଉ ଘରକୁ ଫେରି ନଥିଲେ । ଆଜି ସକାଳ ସମୟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଆସିଥିଲା । ଯାହାକୁ ଶୁଣିବା ପରେ ପରିବାର ଲୋକେ ଘର ମୁଖିଆଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ତରବୋଡ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଗାଡି ଧକ୍କାରେ ପ୍ରଦୀପଙ୍କ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ ।

   Related Posts