ସ୍କୁଟି ଉପରେ ମାଡିଗଲା ଟ୍ରକ: ନୂଆବର୍ଷରେ ଆଖି ବୁଜିଲେ ସ୍ବାମୀ-ସ୍ତ୍ରୀ
1/01/2021 at 9:19 PM

ସମ୍ବଲପୁର୧/୧: ସ୍କୁଟି ଉପରେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ୨ ଜଣ ଅଇଁଠାପାଲି ପଟୁ ଆସୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସରଳାକାନୀ ଛକ ନିକଟରେ ଥିବା ଜାତୀୟ ରାଜପଥର ଉପରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।
Related Posts
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021
ଛତିଶଗଡର ଡ୍ୟାମ୍କୁ ବିରୋଧ, ମାଥିଲି ସୀମାରେ ମେଳି କଲେ ଆଦିବାସୀ
19 January 2021