Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବୋଲେରୋ ଧକ୍କାରେ ଜଣେ ମୃତ

25/01/2021 at 7:40 AM

ବହ୍ମପୁର ୨୫।୦୧: ବୋଲେରୋ ଧକ୍କାରେ ଜଣେ ମୃତ। ମୃତକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଗାଁର ଟୁନା ଦାସ । ଜରଡା ଥାନା ଅନ୍ତର୍ଗତ ବାଦପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଲୋଚାପଡ଼ା ଗାଁର ଟୁନା ଦାସ କୌଣସି କାମରେ ଆସିଥିଲେ । କିନ୍ତୁ ଜରଡା ଥାନା ଅନ୍ତର୍ଗତ ବାଦପୁର ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଟୁନାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଛି । ବୋଲେରୋ ଧକ୍କାରେ ଟୁନାଙ୍କ ମୃତ୍ଯୁ ହୋଇଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

   Related Posts