Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗାଁକୁ ଫେରୁଥିବା ବେଳେ ଗଛରେ ପିଟିହେଲା ବାଇକ୍, ୨ ଆରୋହୀ ମୃତ

10/07/2021 at 8:24 AM

ବାଲିଗୁଡା, ୧୦/୦୭: ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ଜୀବନ ହାରିଲେ ୨ ବାଇକ ଆରୋହୀ । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ  ଗାଁରେ ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଛି । କୁଟିକିଆ ଗାଁର ସୁନୀଲ ଦିଗାଲ ଓ ସୁମନ୍ତ ବେହେରଦଳାଇ ବାଲିଗୁଡାରୁ ଗାଁକୁ ଫେରୁଥିଲେ । ତେବେ ମାଦିନାଟ ଗାଁ ନିକଟରେ ସେମାନଙ୍କ ବାଇକ ଏକ ଗଛରେ ପିଟି ହୋଇଯାଇଥିଲେ । ଉଭୟ ରାସ୍ତାରେ ଛିଟକି ପଡିଥିଲେ । ଘଟଣାସ୍ଥଳରେ ହିଁ ଉଭୟ ଜୀବନ ହାରିଥିଲେ । ତେବେ ପୋଲିସ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts