କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବେଶ୍ ଧୁମ୍‌ଧାମ୍‌ରେ ଚାଲିଛି ଦୁର୍ଗାପୂଜା

Published By : Prameya-News7 Bureau | October 17, 2018 IST

କେନ୍ଦ୍ରାପଡା ୧୭|୧୦:  ଧରାବତର କରିଛନ୍ତି ଜଗତଜନନୀ ମା’ ଦୁର୍ଗା ।  ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଦୁର୍ଗାପୂଜାକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇବାସୀ । ଆଜି ମାଆଙ୍କ ଅଷ୍ଟମୀ ପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ମାଆଙ୍କ ବ୍ରତ ରଖିବା ସହ ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ ।  ପଟ୍ଟାମୁଣ୍ଡାଇର ବହୁ ପୁରାତନ କଚେରି ଦୁର୍ଗ। ମଣ୍ଡପରେ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.