ନକଲି ଶିକ୍ଷକ ଗିରଫ, ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରୀ

Published By : Prameya-News7 Bureau | November 04, 2021 IST

ସାନଖେମୁଣ୍ଡି ୪।୧୧: ନକଲି ଶିକ୍ଷକ ଗିରଫ । ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଅଧିକାରୀଙ୍କ ଏତଲା କ୍ରମେ ଆସିକା ପୋଲିସ ଦ୍ବାରା ଜଣେ ଜାଲ ଶିକ୍ଷକ ଗିରଫ ହୋଇଛନ୍ତି । ଶିକ୍ଷକ ପାଣ୍ଡିଆପଥର ସ୍କୁଲର ବାୟାମନ ପଣ୍ଡା ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.