Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଲାଙ୍ଗୀର ମାର୍କେଟରେ ନକଲି କ୍ଲିନିକ ପ୍ଲସ ସାମ୍ପୁ, ବିଭିନ୍ନ ଦୋକାନରେ ରେଡ୍‌

14/09/2019 at 9:03 PM

ବଲାଙ୍ଗୀର ୧୪।୦୯- ବଲାଙ୍ଗୀର ମାର୍କେଟରେ ନକଲି କ୍ଲିନିକ ପ୍ଲସ ସାମ୍ପୁ। ବଲାଙ୍ଗୀର ର ବିଭିନ୍ନ ଦୋକାନରେ ପୋଲିସର ରେଡ । କଣ୍ଟାବାଂଜି ଟାଉନର ବଡ ବଜାରର ବିଭିନ୍ନ ଦେକାନ ଉପରେ କଣ୍ଟବାଂଜି ପୋଲିସର ରେଡ ଚାଲିଛି ।

ରାୟପୁରରଆସିଥିବା କ୍ଲିନିକ ପ୍ଲସ ସାମ୍ପୁ କମ୍ପାନୀର ଏକ୍ସପର୍ଟଙ୍କ  ଉପସ୍ଥିତିରେ ୫ଟି ଦୋକାନ ଉପରେ ରେଡ। ଲକ୍ଷ ଲକ୍ଷ ଟଙ୍କାର ନକଲି କ୍ଲିନିକ ପ୍ଲସ ସାମ୍ପୁ ଜବତ ହୋଇଛି । ଟିଟିଲାଗଡ ଏସଡିପିଓ ସରୋଜ ମହାପାତ୍ରଙ୍କ ଉପସ୍ଥିତିରେ ଚାଲିଛି ରେଡ। ରାୟପୁର ସହରରୁ ନକଲି ସାମ୍ପୁ ରାକେଟର ଚେର ଲମ୍ବିଥିବା ପୋଲିସର ସୂଚନା। ଦୀର୍ଘ ବର୍ଷରୁ କଣ୍ଟାବାଂଜି ଟାଉନରେ  ଚାଲିଥିଲା ନକଲି କ୍ଲିନିକ ପ୍ଲସ ସାମ୍ପୁର କାରବାର।ପୋଲିସକୁ ଦେଖି ନକଲି ସାମ୍ପୁ ରଖିଥିବା ଅନ୍ୟ ଦୋକାନୀ ଦୋକାନ ବନ୍ଦ କରି ଫେରାର ହୋଇଯାଇଛନ୍ତି।କଣ୍ଚାବାଂଜି ଚାଉନର ପ୍ରାୟ ଦୋକାନ ନକଲି ସାମ୍ପୁ ରଖିଥିବା କମ୍ପାନୀ ପାଖରେ ପ୍ରମାଣ ରହିଛି ।

କଣ୍ଟାବାଂଜିର ରେଡରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ଲିଗାଲ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ନେନା ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଦୋକାନ ଉପରେ ରେଡ ଚାଲିଛି ।

   Related Posts