ବଲାଙ୍ଗୀର ମାର୍କେଟରେ ନକଲି କ୍ଲିନିକ ପ୍ଲସ ସାମ୍ପୁ, ବିଭିନ୍ନ ଦୋକାନରେ ରେଡ୍‌

Published By : Prameya-News7 Bureau | September 14, 2019 IST

ବଲାଙ୍ଗୀର ୧୪।୦୯- ବଲାଙ୍ଗୀର ମାର୍କେଟରେ ନକଲି କ୍ଲିନିକ ପ୍ଲସ ସାମ୍ପୁ। ବଲାଙ୍ଗୀର ର ବିଭିନ୍ନ ଦୋକାନରେ ପୋଲିସର ରେଡ । କଣ୍ଟାବାଂଜି ଟାଉନର ବଡ ବଜାରର ବିଭିନ୍ନ ଦେକାନ ଉପରେ କଣ୍ଟବାଂଜି ପୋଲିସର ରେଡ ଚାଲିଛି ।

{"id":157772}

ରାୟପୁରରଆସିଥିବା କ୍ଲିନିକ ପ୍ଲସ ସାମ୍ପୁ କମ୍ପାନୀର ଏକ୍ସପର୍ଟଙ୍କ  ଉପସ୍ଥିତିରେ ୫ଟି ଦୋକାନ ଉପରେ ରେଡ। ଲକ୍ଷ ଲକ୍ଷ ଟଙ୍କାର ନକଲି କ୍ଲିନିକ ପ୍ଲସ ସାମ୍ପୁ ଜବତ ହୋଇଛି । ଟିଟିଲାଗଡ ଏସଡିପିଓ ସରୋଜ ମହାପାତ୍ରଙ୍କ ଉପସ୍ଥିତିରେ ଚାଲିଛି ରେଡ। ରାୟପୁର ସହରରୁ ନକଲି ସାମ୍ପୁ ରାକେଟର ଚେର ଲମ୍ବିଥିବା ପୋଲିସର ସୂଚନା। ଦୀର୍ଘ ବର୍ଷରୁ କଣ୍ଟାବାଂଜି ଟାଉନରେ  ଚାଲିଥିଲା ନକଲି କ୍ଲିନିକ ପ୍ଲସ ସାମ୍ପୁର କାରବାର।ପୋଲିସକୁ ଦେଖି ନକଲି ସାମ୍ପୁ ରଖିଥିବା ଅନ୍ୟ ଦୋକାନୀ ଦୋକାନ ବନ୍ଦ କରି ଫେରାର ହୋଇଯାଇଛନ୍ତି।କଣ୍ଚାବାଂଜି ଚାଉନର ପ୍ରାୟ ଦୋକାନ ନକଲି ସାମ୍ପୁ ରଖିଥିବା କମ୍ପାନୀ ପାଖରେ ପ୍ରମାଣ ରହିଛି ।

{"id":157773}

କଣ୍ଟାବାଂଜିର ରେଡରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ଲିଗାଲ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ନେନା ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଦୋକାନ ଉପରେ ରେଡ ଚାଲିଛି ।

{"id":157774}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.