Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଜିନପିଙ୍ଗଙ୍କ ଡୁପ୍ଲିକେଟ୍‌କୁ ବ୍ୟାନ୍ କଲେ ଚୀନ ସରକାର, ବେଜିଂର ସଫେଇ ସମାନ ଚେହେରାରେ ନିୟମ ଭାଙ୍ଗୁଛି : ଲାଗିପାରେ ଏକ ଅଜବ ଖବର

4/07/2020 at 8:54 PM

ବେଜିଂ, ୦୪|୦୭:  ଚୀନ ଏବେ କଟକଣାର ଦେଶ ଭାବେ ପରିଚିତ । କୌଣସି ନା କୌଣସି ଛୋଟ କାରଣ ପାଇଁ ଏଠାକାର ନାଗରିକଙ୍କ ଉପରେ କଟକଣା ଲାଗୁଛି । ଏପରିକି ବାହାର ଦେଶର ନାଗରିକଙ୍କ ଉପରେ ମଧ୍ୟ ମନଇଚ୍ଛା କଟକଣା ଲଗାଉଛି ଡ୍ରାଗନ୍ । ଏବେ ବେଜିଂ ଆଉ ଜଣେ ବିଦେଶୀ ନାଗରିକଙ୍କ ସ୍ୱର ଚାପିବାକୁ ଉଦ୍ୟମ କରିଛି ।  

ଏବେ ଚୀନ ଲିୟୁ କେକ୍ୱୀନ୍ ନାମକ ଜଣେ ନାଗରିକଙ୍କ ଉପରେ କଟକଣା ଲଗାଇଛି । ସେ କୌଣସି ସାମ୍ବାଦିକ ନୁହେଁ ବରଂ ଜଣେ କଣ୍ଠଶିଳ୍ପୀ । ଚାଇନା ତାଙ୍କୁ ଡରୁଛି କାରଣ ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭଳି ଦେଖାଯାଆନ୍ତି ।

କେକ୍ୱୀନ ବର୍ଲିନରେ ଅପରେ ଗାୟକ । କିନ୍ତୁ ସେ ଚୀନରେ ଥିବା ତାଙ୍କ ଫଲୋଅର୍ସଙ୍କ ପାଇଁ ଗୀତ ଗାଇ ପାରୁନାହାଁନ୍ତି । କାରଣ ଚୀନରେ ତାଙ୍କ ଉପରେ କଟକଣା ଲାଗିଛି । ଚୀନ କହିଛି ଯେ, ଜିନପିଙ୍ଗଙ୍କ ଭଳି କେହି ଦେଖାଯିବା ବେଆଇନ । ଲିୟୁ ନେତାଙ୍କ ନିୟମ ଭାଙ୍ଗିଥିବାରୁ ସେ ଅଭିଯୁକ୍ତ ।

ଏହାପୂର୍ବରୁ ଜିନପିଙ୍ଗ ତାଙ୍କ ଭଳି ଦେଖାଯାଉଥିବା ଜଣେ ବୈଜ୍ଞାନିକଙ୍କୁ ଜେଲରେ ଭର୍ତ୍ତି କରିଥିଲେ ।

   Related Posts