Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କଟକରେ ନକଲି ସିମେଣ୍ଟ କାରାଖାନା ଠାବ, ୧ ଗିରଫ

6/05/2018 at 7:17 AM

୭,୫୦୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ପୋଲିସ | ଏହାସହ ୨୩୮୦ ଖାଲି ବସ୍ତା ମଧ୍ୟ ଜବତ କଲା ପୋଲିସ | ଗିରଫ ବ୍ୟକ୍ତି ଭୁବନେଶ୍ବରର ଲଳିତ କୁମାର ଜୈନ | ଇଣ୍ଡିଆ ସିମେଣ୍ଟ ନାମରେ ବନାଉଥିଲେ ନକଲି ସିମେଣ୍ଟ | ଜଗତପୁର ଶିଳ୍ପାଞ୍ଚଳରୁ ଜବତ କଲା ଜଗତପୁର ଥାନା ପୋଲିସ | ନକଲି ସିମେଣ୍ଟ କାରଖାନା ଖବର ପାଇ ଚଢାଉ କରିଥିଲା ପୋଲିସ |

Leave a Reply

   Related Posts