Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

କଟକରେ ନକଲି ସିମଣ୍ଟେ କାରଖାନା ଠାବ

2/08/2018 at 4:48 PM

ସଦର ଥାନା ସମ୍ମୁଖରେ ଚାଲିଥିଲା ଏହି ସିମେଣ୍ଟ କାରଖାନା । ଯାହାକୁ ଠାବ କରିଛି ସ୍ପେଶାଲ ସ୍କ୍ବାର୍ଡ । କାରଖାନାରୁ ହଜାରେରୁ ଅଧିକ ବସ୍ତା ସିମେଣ୍ଟ ଜବତ କରିବା ସହ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ସଦରଥାନା ବମ୍ଫକୁଦ ନିକଟରେ ଆଉ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି ପେ।ଲିସ । ହଜାରେ ବର୍ଷ ସହରରେ ନକଲି ରାଜ୍ । ଘିଅ, ତେଲ, ଜର୍ଦ୍ଦା ପରେ ଏବେ ପୁଣି ଥରେ ନକଲି ସିମେଣ୍ଟ କାରଖାନା ଠାବ । ଆଶ୍ଚର୍ଯ୍ୟର କଥା ଦୀର୍ଘ ଦିନ ହେଲା ପେ।ଲିସର ନାକ ତଳେ ଚାଲିଥିଲା କାରଖାନା । ସଦର ଥାନା ସମ୍ମୁଖରେ କାରଖାନା ଚାଲିଥିଲେ ବି ସୁରାକ୍ ପାନଥିଲା ପେ।ଲିସ୍ । ତେବେ ଏ ସମ୍ପର୍କରେ ତଥ୍ୟ ମିଳିବା ପରେ କାରଖାନାରେ ଚଢାଉ କରିଥିଲେ ମର୍କତନଗରୀ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ବାର୍ଡ। ଚଢାଉ ବେଳେ ୧୦୦୦ ରୁ ଅଧିକ ବସ୍ତା ନକଲି ସିମେଣ୍ଟ ଜବତ କରିବା ସହ ୭ ଜଣଙ୍କୁ ଅଟକ ରଖିଛି ପେ।ଲିସ । କାରଖାନାକୁ ସିଲ କରିବା ସହ ଅଧିକ ଖେ।ଳତାଡ କରୁଛି ପେ।ଲିସ ।

   Related Posts