ଜବର ଦଖଲ ଉଚ୍ଛେଦ ଦାବିରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

Published By : Prameya-News7 Bureau | September 03, 2019 IST

ଭୁବନେଶ୍ବର ୩/୯: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ହୋଇଛି। ଲିଙ୍ଗରାଜଙ୍କ ଜମିରୁ ଜବର ଦଖଲ ଉଚ୍ଛେଦ ଦାବି ନେଇ ନୀତିକାନ୍ତ ବନ୍ଦ କରିଛନ୍ତି ସେବାୟତ । ନୂଆଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଥିବା ଜମିରୁ  ଜବର ଦଖଲ ଉଚ୍ଛେଦ ଦାବି ହୋଇଛି । ସକାଳ ୭ଟାରୁ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.