Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଅସାବଧାନତାରୁ ଭୟାବହ ଅଗ୍ନିକାଣ୍ଡ: ପେଟ୍ରୋଲ ଜାରରେ ଲାଗିଗଲା ଧୂପକାଠି

16/06/2020 at 10:09 PM

ମାର୍ଶାଘାଇ୧୬/୬: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହଜାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ପକ୍କାଘରର ଦୁଇ ବଖରା ସମ୍ପୂର୍ଣ୍ଣ ଭାବେ ପୋଡି ପାଇଁଶ ହୋଇଯାଇଛି। ଏହି  ଘରେ ମହଜୁଦ ଥିବା ପେଟ୍ରୋଲ ଜାରରେ ସଂଧ୍ୟାରେ ଧୂପଦେବା ସମୟରେ ଧୂପରୁ  ନିଆଁ ଲାଗିଥିଲା। ଫଳରେ ନିଆଁର ବେଗ ଏତେ  ତିବ୍ରତର ଥିଲା ଯେ ,ଏହି ନିଆଁ ଆୟତ୍ତ କରିବା ପାଇଁ  ମାର୍ଶାଘାଇ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ନିଆଁ ନିୟୋଜିତ ହୋଇଥିଲା। ଏହି ଅଗ୍ନିକାଣ୍ଡ ରେ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଏହି ପେଟ୍ରୋଲ ଗୁଡ଼ିକ ବିକ୍ରି କରାଯିବା ପାଇଁ ଥିବା ଅନୁମାନ କରାଯାଉଛି । ଏହି ନିଆଁରେ ଇଶ୍ବର ଚନ୍ଦ୍ର ଲେଙ୍କା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

   Related Posts