Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅସହାୟଙ୍କୁ ସାହା : ଲକଡାଉନ୍ ବେଳେ ଅସହାୟ ଲୋକଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

17/05/2021 at 3:42 PM

ଆନନ୍ଦପୁର ୧୭।୫: ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ମଛାଳୋ ପଞ୍ଚାୟତ ମାଙ୍କଡକେନ୍ଦା ଗାଁରେ ସୋମନାଥ ସୋସିଆଲ ଫଣ୍ଡ ସାଇଁକୁଳ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଗ୍ରାମରେ ପ୍ରାୟ ୯୫ ପ୍ରତିଶତ ଶ୍ରମଜୀବୀ ପରିବାର ରହିଥିବାବେଳେ ଲକଡାଉନ୍ ଯୋଗଁ ଏମାନଙ୍କ କାମଧନ୍ଦା ପ୍ରଭାବିତ ହୋଇଥିବା ଖବରପାଇ ସଙ୍ଗଠନର ଯୁବକମାନେ ସୋମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଏଥିସହ ବସ୍ତି ବାସିନ୍ଦାଙ୍କୁ କୋଭିଡ୍ ର ଭୟାବହତା ସମ୍ପର୍କରେ ଅବଗତ କରାଇବା ସହ କୋଭିଡ୍ ନିୟମକୁ କିଭଳି ପାଳନ କରିବେ ସେନେଇ ଅବଗତ କରାଇଥିଲେ ଏହି ସ୍ବେଚ୍ଛାସେବୀ ଯୁବକମାନେ ।

   Related Posts