ଶୁଖୁଆକୁ ସାବଧାନ ! ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା

Published By : Prameya-News7 Bureau | February 13, 2020 IST

ଭୁବନେଶ୍ୱର ୧୩।୦୨ - ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା ଅଛି  ।ରାଜ୍ୟର କ୍ୟାନସର ବିଶେଷଜ୍ଞଙ୍କ ସ୍କାନରରେ ଶୁଖୁଆ ।  AIIMS ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଡାକ୍ତରଙ୍କ ଆଶଙ୍କା

ଶୁଖୁଆରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ !

{"id":223841,"sizeSlug":"large"}

ପାକସ୍ଥଳୀ ଏବଂ କ୍ଷୁଦ୍ରାନ୍ତ୍ର କ୍ୟାନସର ବଢିବା ପଛରେ ଶୁଖୁଆ  ରହିଛି । ପୁରୀ, ଗଞ୍ଜାମରେ ପାକସ୍ଥଳୀ କ୍ୟାନସର ବଢିବା ପଛରେ ଶୁଖୁଆ!

wp:paragraph {"textColor":"luminous-vivid-amber","backgroundColor":"vivid-cyan-blue","fontSize":"huge"}

କାହିଁକି ସନ୍ଦେହ ଘେରରେ ଶୁଖୁଆ

{"id":223840,"sizeSlug":"large"}

ଶୁଖୁଆ ପ୍ରସ୍ତୁତ ପ୍ରକ୍ରିୟା ହିଁ ଭୟର ବଡ କାରଣ

ଶୁଖୁଆରେ ଦିଆଯାଉଛି ମାରାତ୍ମକ କେମିକାଲ୍

{"id":223838,"sizeSlug":"large"}

ସାଇପରମେଥରିନ୍, ମେଟାସିନ୍, ଏଣ୍ଡୋସଲଫର ଦିଆଯାଉଛି

ପୋକ ନଲାଗିବା ପାଇଁ ଦିଆଯାଉଛି ଆକ୍ସନ-50 କୀଟନାଶକ

ଶୁଖୁଆ ସଢିନଯିବା ଲାଗି କେମିକାଲ ଦିଆଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.