Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରଧାନଶିକ୍ଷକଙ୍କ କାରନାମା, ପିଲାମାନେ ଘରକୁ ଯିବା ପରେ ପ୍ରଚୁର ମଦ ପିଇ ଆସିଲେ ସ୍କୁଲ

27/06/2019 at 4:12 PM

ଚୌଦ୍ବାର ୨୭|୬: ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବଣିପଦା ପଂଚାୟତ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି । ପ୍ରଚୁର ମଦ ପିଇ ଡେରିରେ ସ୍କୁଲକୁ ଆସିଥିଲେ। ମାତ୍ର ପିଲାମାନେ ଅପେକ୍ଷା କରି ଘରକୁ ଯିବାପରେ ପ୍ରଧାନଶିକ୍ଷକ ରଥ ଟୁଡୁ ଆସିଥିଲେ ।

ନିଶାରେ ଚୁର ହୋଇ ବିଳାପ କରିଥିଲେ। ତାଙ୍କୁ ଗ୍ରାମବାସୀ ମାନେ ଘରେ ପୁରାଇ ବାହାରୁ ବନ୍ଦ କରି ଦେଇଥିଲେ । ବାହାରକୁ ଆସିଲା ପରେ ଟିକିଏ ରମ୍ ପିଇଥିବା କହିବା ସହ ଏଠାରେ ରହିବାକୁ ଚାହୁଁ ନ ଥିବା କହିଥିଲେ। ଶିକ୍ଷକ ଜଣକ ସବୁଦିନେ ଏପରି ମଦ ପିଇ ଆସୁଥିବା ଗ୍ରାମବାସୀମାନେ କହିଛନ୍ତି।

   Related Posts