Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲକଡାଉନ୍‌ରେ ବଢ଼ୁଛି ନିଶା କାରବାର: ଚେକିଂ ବେଳେ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କଲା ଭଦ୍ରକ ପୋଲିସ୍‌….

8/04/2020 at 1:53 PM

ଭଦ୍ରକ୮/୪: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା। ଲକଡାଉନ୍‌ ଚେକିଂ ବେଳେ ଜବତ ହେଲା ବ୍ରାଉନ ସୁଗାର । ଭୟରେ ଗାଡି ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବାଇକ୍‌ଟିକୁ ପୋଲିସ୍‌ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୩୨ ଲକ୍ଷରୁ ଅଧିକ ହେବ । ସୂଚନା ଅନୁଯାୟୀ ଭଦ୍ରକ ଟାଉନ ପୋଲିସ ଲକଡାଉନ୍ ବେଳେ ସହର ମଧ୍ୟକୁ କଟକଣା ନମାନି ଆସୁଥିବା ବାଇକ ଚେକିଂ କରିବା ସହ ସିଜ କରୁଥିଲା। ବନ୍ତଛକ ନିକଟରେ ଚେକିଂ ଚାଲିଥିବା ସମୟରେ ଜନୈକ ଯୁବକ ପୋଲିସକୁ ଦେଖି ଗାଡି ବୁଲାଇ ଖସି ଯାଇଥିଲା।

ପୋଲିସ ବାଇକକୁ ଚେକିଂ କରିବାବେଳେ ଗାଡିରୁ ବ୍ରାଉନସୁଗାର ଭର୍ତ୍ତି ଜରି ମିଳିଥିଲା। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଭଦ୍ରକ ଏସପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।

ଲକଡାଉନ୍ ବେଳେ ମଦ ଦୋକାନ ଗୁଡିକ ବନ୍ଦ ଥିବା ବେଳେ ବାରମ୍ବାର ଚୋରା ମଦ ଜବତ କରିଛି । ଏହାର ସୁଯୋଗ ନେଇ ଚୋରା ନିଶା ବେପାରୀ ମାନେ ସକ୍ରିୟ ହେଉଥିବା ସୂଚନା ମିଳିଛି ।

   Related Posts