ବେଲଗ୍ରେଡରେ ହେବାକୁ ଥିବା ଆନ୍ତ ସଂସଦୀୟ ସଂଘ ବୈଠକରେ ଯୋଗ ଦେବେ ରାଜ୍ୟ ସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର
3/10/2019 at 10:29 PM

ନୂଆଦିଲ୍ଲୀ – ରାଜ୍ୟ ସଭା ସାସଂଦ ଡକ୍ଟର ସସ୍ମିତ ପାତ୍ର ସର୍ବିଆର ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତ ସସଂଦୀୟ ସଂଘ ବୈଠକରେ ଯୋଗ ଦେବେ । ଅକ୍ଟୋବର ୧୩ରୁ ୧୭ ତାରିଖ ମଧ୍ୟରେ ଏହା ବେଲଗ୍ରେଡରେ ଅନୁଷ୍ଠିତ ହେବ । ଲୋକ ସଭା ବାଚସ୍ପତି ଓମ୍ ବିରଲାଙ୍କ ନେତୃତ୍ୱରେ ଭାରତର ପ୍ରତିନିଧି ମଣ୍ଡଳ ଏଥିରେ ଅଂଶ ଗ୍ରହଣ କରିବେ .
ରାଜ୍ୟ ସଭା ଅଧ୍ୟକ୍ଷ ସସ୍ମିତଙ୍କୁ ଏହି ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ କରିଛନ୍ତି ।
Related Posts
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021
ପୁଣି ଅଲୋଡା ଶିଶୁ, ଗଛ ତଳୁ ନବଜାତ ପୁତ୍ର ଉଦ୍ଧାର
20 January 2021
ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
20 January 2021