ମୁହଁ ଖୋଲିଲେ ବଲାଙ୍ଗୀର ପାର୍ଟିରୁ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଆଣିବାକୁ ଯାଇଥିବା ଡ୍ରାଇଭର, ଉଭୟଙ୍କ ସମ୍ପର୍କକୁ ନେଇ କହିଲେ ଏମିତି କଥା

ଉଦଳା ୨୭।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଭିତରକୁ ଟାଣି ହୋଇଯାଉଛି ।  ଘଟଣା ଏବେ ଅଡୁଆ ସୂତା ଭଳି ମନେ ହେଉଥିବା ବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏସବୁ ଭିତରେ ସାମ୍ନାକୁ ଆସିଛି ଗାଡି ଡ୍ରାଇଭର । ଏଇ ହେଉଛନ୍ତି ସେହି ଗାଡିର ଡ୍ରାଇଭର ଯେଉଁ ଗାଡି ବିଦ୍ୟାଭାରତୀଙ୍କୁ ତାଙ୍କ ବଲାଙ୍ଗୀର ପାର୍ଟିରୁ ଆଣିବାକୁ ଯାଇଥିଲା । ଅପ୍ରେଲ ୧୩ ତାରିଖ ଦିନ ଡ୍ରାଇଭର … Continue reading ମୁହଁ ଖୋଲିଲେ ବଲାଙ୍ଗୀର ପାର୍ଟିରୁ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଆଣିବାକୁ ଯାଇଥିବା ଡ୍ରାଇଭର, ଉଭୟଙ୍କ ସମ୍ପର୍କକୁ ନେଇ କହିଲେ ଏମିତି କଥା