ଟ୍ରକକୁ ଧକ୍କା ଦେଲା ୪୦୭, ଚାପି ହୋଇ ରହିଛି ଡ୍ରାଇଭରଙ୍କ ମୃତଦେହ

Published By : Prameya-News7 Bureau | April 25, 2021 IST

କଳାହାଣ୍ଡି, ୨୫।୦୪: ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ଡ୍ରାଇଭର । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଶୁପଡା ନିକଟରେ ।

ସୂଚନା ଅନୁସାରେ, କେସିଙ୍ଗା ଥାନା  କଶୃପଡା ନିକଟରେ ଏକ ୪୦୭ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।ତେବେ ଘଟଣାସ୍ଥଳରେ ହିଁ ୪୦୭ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡ୍ରାଇଭରଙ୍କ ମୃତଦେହ ଏବେବି ଚାପି ହୋଇ ରହିଛି ।  ପୋଲିସ ଏହାକୁ ଉଦ୍ଧାର ପାଇଁ  ପ୍ରୟାସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.