Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦୋକାନ ଉପରେ ମାଡିଗଲା ଟ୍ରକ୍: ଡ୍ରାଇଭର ଆହାତ

23/08/2020 at 4:51 PM

ବ୍ରହ୍ମପୁର୨୩/୮: ଦୋକାନ ଉପରେ ମାଡିଗଲା ଟ୍ରକ। ବ୍ରହ୍ମପୁର ଗୋସାଣିନୂଆ ଗାଁ ମୁଖ୍ୟ ରାସ୍ତା କଡରେ ଥିବା ଏକ ଦୋକାନ ଗୃହ ଭିତରେ ମାଡିଗଲା ଟ୍ରକ୍। ଯାହାଫଳରେ ଦୋକାନ ଗୃହଟି ଭାଙ୍ଗି ଯାଇଛି। ଦୋକାନ ଉପ​‌ରେ ମାଡିଯିବା ଫଳରେ ଟ୍ରକ ଚାଳକ ଆହାତ ହୋଇଛନ୍ତି। ଭାରସାମ୍ୟ ହରାଇ ବନ୍ଦ ଦୋକାନ ଗୃହ ଭିତରକୁ ମାଡି ଯାଇଥିଲା ଟ୍ରକ୍ । ରାସ୍ତାରେ କାମ ଚାଲିଥିବା ବେଳେ ସାଇଡ୍ କରି ନେବାକୁ ଚେଷ୍ଟା କରିବା ବେଳେ ଭାରସାମ୍ୟ ହରାଇ ବନ୍ଦ ଦୋକାନ ଗୃହ ଭିତରକୁ ଟ୍ରକ୍ ମାଡି ଯାଇଥିବା ସୂଚନା ।

   Related Posts