Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଗିଣିଆରେ ଟ୍ରଲରକୁ ଧକ୍କା ଦେଲା ହାଇଓ୍ବା ; ହାଇଓ୍ବା ଡ୍ରାଇଭର ମୃତ, ହେଲପର ଗୁରୁତର

12/09/2018 at 9:18 AM

ଭୁବନେଶ୍ବର ୧୨|୯: ଭୁବନେଶ୍ବର ଆଇଗିଣିଆ ପେଟ୍ରୋଲ ପମ୍ପ୍ ନିକଟରେ ସଡକ ଦୁର୍ଘଟଣା। ପାଇପ୍ ବୋଝେଇ ଟ୍ରଲରକୁ ପଛପଟୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ହାଇୱା ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପରର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

   Related Posts