ଆଇଗିଣିଆରେ ଟ୍ରଲରକୁ ଧକ୍କା ଦେଲା ହାଇଓ୍ବା ; ହାଇଓ୍ବା ଡ୍ରାଇଭର ମୃତ, ହେଲପର ଗୁରୁତର

Published By : Prameya-News7 Bureau | September 12, 2018 IST

ଭୁବନେଶ୍ବର ୧୨|୯: ଭୁବନେଶ୍ବର ଆଇଗିଣିଆ ପେଟ୍ରୋଲ ପମ୍ପ୍ ନିକଟରେ ସଡକ ଦୁର୍ଘଟଣା। ପାଇପ୍ ବୋଝେଇ ଟ୍ରଲରକୁ ପଛପଟୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ହାଇୱା ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପରର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.