ଲୁହା ରଡ୍ ବୋଝେଇ ଟ୍ରେଲର ଓଲଟି ଜଣେ ମୄତ, ଜଣେ ଗୁରୁତର
18/03/2019 at 8:09 AM

ପଦ୍ମପୁର ୧୮|୩ : ବରଗଡ ଜିଲ୍ଲା ପଦ୍ମପୁର-ସୋହେଲା ରାସ୍ତା ମହୁଲପାଲି ଅଙ୍ଗନଦି ପୋଲଠାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲା ଲୁହା ରଡ୍ ବୋଝେଇ ଟ୍ରେଲର । ଅନୁଗୁଳରୁ ନୁଆପଡା ଅଭିମୁଖେ ଯାଉଥିଲା ଟ୍ରେଲର । ଘଟଣାସ୍ଥଳରେ ନୟାଗଡ ଜିଲ୍ଲା ଇଟାମାଟି ଗାଁର ଡ୍ରାଇଭର ଅନିଲ କୁମାର ନାୟକଙ୍କ ମୄତ୍ୟୁ ହୋଇଥିବାବେଳେ ଗୋଲପୋଖରୀ ଗାଁର ହେଲପର ଅନିଲ ପାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021