Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

କନଷ୍ଟେବଳଙ୍କ ମାଡ ରେ ଡ୍ରାଇଭର ଗୁରୁତର ହେଲପର ଆହତ

10/06/2018 at 7:09 AM

କନଷ୍ଟେବଳଙ୍କ ମାଡ ରେ ଡ୍ରାଇଭର ଗୁରୁତର ହେଲପର ଆହତ
ବଡ଼ବିଲ ଭଦ୍ରା ସାହି ନିକଟ ଝାଡ଼ଗାଁ ଛକରେ ନୋ ଏଣ୍ଟ୍ରିରେ ଗାଡି ପାସ କରିବା ନେଇ ହାଇୱା ଡ୍ରାଇଭର ଓ ହେଲପରଙ୍କୁ ନିସ୍ତୁକ ପିଟିଥିଲେ କନଷ୍ଟେବଳ | ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି |

Leave a Reply

   Related Posts