Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

କଳପାଣି ବଦଳରେ ଲୋକେ ପିଉଛନ୍ତି ନାଳପାଣି

24/04/2018 at 5:07 AM

ବାଲେଶ୍ବର ମ୍ୟୁନିସି ପାଲିଟି ମଧ୍ୟରେ ରହିଛି 8ଟି ଗଭିର ନଳକୂପ। ଯେଉଥତ୍ରୁ ସହରର ସମସ୍ତ ଅଂଚଳକୁ ପାନିୟଜଳ ଯୋଗା ଯାଇଥାଏ। କିଛିଦିନ ହେବ ସହରର ଫକୀରମୋହନ ନଗରରେ ପିଇବା ପାଣି କଳରୁ କଳା କଳା ଗୁଣ୍ଡ ପାଣିରେ ଭାସୁଥିବାର ଦେଖିବାକୁ ମିଳିଲା। 5ଦିନ ହେବ ପାଣି ପୁରା ଗୋଳିଆ ବାହାରୁଛି। ସେହି ପାଣି ପୁଣି ନାଳ ପାଣି ପରି ବାସୁଛି। ଲୋକମାନେ ଏହାକୁ ବୋତଲରେ ରଖତ୍ବା ପରେ ବା ବାଲଟଇରେ ରଖତ୍ବାର କିଛି ସମୟ ପରେ ତଳକୁ କାଦ ଭଳି ବସିଯାଉଛି। ତେଣୁ ସେ ଅଂଚଳ ବାସୀ ଏପ୍ରକାର ପିଇିବା ପାଣି ଦେଖତ୍ ଭୟଭିତ ହୋଇ ଯାଇଛନ୍ତି । ଏ ପ୍ରକାର ପାଣି ପିଇଲେ ସେମାନେ ଦଣ୍ଡିସରେ ଆକ୍ରାନ୍ତ ହବେ ବୋଲି କହିଛନ୍ତି । ଏପ୍ରକାର ପାରଇର ଫୋଟ ଓ ଭିଡ଼ିଓ ଭାଇରାଲ ହେବା ପରେ ଜନସ୍ବାସ୍ଥ୍ର ବିଭାଗର ବରିଷ୍ଠ ଅଧତ୍କାରୀ ମାନେ ଆସି ପାଣିର ନମୁନା ନେଇ ପରୀକ୍ଷ କରିଛନ୍ତି । ଏହା ଦୂଷିତ ପାଣି ବୋଲି ସେମାନେ ହୃଦବୋଧ କରିଛନ୍ତି । ପୂର୍ତ ବିଭାଗ ନାଳ ତିଆରି କରିବାକୁ ଯାଇ ପିଇବା ପାଣି ପାଇପ କାଟିଦେଇଥତ୍ବରୁ ନଳାପାଣି ପିଇବା ପାଣିରେ ମିଶି ଯାଇଥତ୍ବାର ଜନସ୍ବାସ୍ଥ୍ୟ ବିଭାଗ ଅଧତ୍କାରୀ କହିଛନ୍ତି ।

Leave a Reply

   Related Posts