Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସକାଳେ ପିଅନ୍ତୁ ଗରମ ପାଣି ସହିତ ଲେମ୍ବୁ, ମିଳିବ ଅନେକ ଫାଇଦା

13/05/2021 at 3:23 PM

ନୂଆଦିଲ୍ଲୀ ୧୩/୦୫: ଆପଣ ସକାଳେ ଚା, କଫି, କ୍ଷୀର କିମ୍ବା ଗ୍ରୀନ୍ ଟି ପିଇବାକୁ ପସନ୍ଦ କରନ୍ତି, କିନ୍ତୁ ଯଦି ଆପଣ ଗରମ ଲେମ୍ବୁ ପାଣି ପିଅନ୍ତି, ତେବେ ଆପଣଙ୍କୁ ଆହୁରି ଅନେକ ଫାଇଦା ମିଳିବ । ଗରମ ପାଣିରେ ଲେମ୍ବୁ ଚୁପୁଡି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପାଞ୍ଚଟି ଫାଇଦା ବିଷୟରେ…

Download Free png Lemon Water Png Vector, Clipart, PSD - peoplepng.com -  DLPNG.com

୧. ଯଦି ଆପଣ ସକାଳେ ଫ୍ରେସ୍ ହେବା ପୂର୍ବରୁ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତି, ତେବେ ଆପଣଙ୍କ ପେଟ ସହଜରେ ସଫା ହୋଇଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

୨. ଯଦି ଆପଣ ସକାଳେ ଫ୍ରେସ୍ ହେବା ପରେ ଅର୍ଥାତ୍ ଖାଲି ପେଟରେ ଏହାକୁ ବ୍ୟବହାର କରନ୍ତି, , ତେବେ ଏହା ଆପଣଙ୍କର ବର୍ଦ୍ଧିତ ଚର୍ବି ହ୍ରାସ କରିବାରେ ସହାୟକ ହେବ ଏବଂ ଆପଣ ମଧ୍ୟ ଓଜନ ମଧ୍ୟ କମ୍ ହେବ ।

୩. ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉପକୃତ କରିବ ଏବଂ ହଜମ ପୂର୍ବ ଅପେକ୍ଷା ଭଲ ହେବ । ଏହି କାରଣରୁ ଆପଣଙ୍କୁ ପେଟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

୪. ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ଭିତରୁ ସଫା ହୋଇଯାଏ ଏବଂ ଶରୀରରୁ କ୍ଷତିକାରକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

୫. ଏହା ଆପଣଙ୍କୁ ପାଟି ଏବଂ ନିଶ୍ୱାସର ଦୁର୍ଗନ୍ଧରୁ ମଧ୍ୟ ମୁକ୍ତ କରିବ ଏବଂ ଆପଣ ସତେଜ ଅନୁଭବ କରିବେ । ଏଥିରେ ଥିବା ଭିଟାମିନ୍ ସି ଆପଣଙ୍କୁ ଅନେକ ଲାଭ ମଧ୍ୟ ଦେବ ।

   Related Posts