Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଏନ୍ଟି ନକ୍ସଲ ଅପରେସନରୁ ଫେରୁଥିବା ସମୟରେ ନଦୀରେ ଓଲଟିଗଲା ଡ଼ିଆରଜି ଯବାନଙ୍କ ବସ୍

21/09/2020 at 3:16 PM

ବାଜିପୁର ୨୧/୦୯ : ଛତିଶଗଡ଼ ବାଜିପୁରରେ ଏନ୍ଟି ନକ୍ସଲ ଅପରେସନ (Anti-Naxal Operation)  ପାଇଁ ଯାଇଥିବା ଡ଼ିଆରଜି ଯବାନଙ୍କ ସହ ବଡ ଦୁର୍ଘଟଣା ଘଟିଛି । ଯବାନ ଅପରେସନରୁ ଫେରୁଥିବା ସମୟରେ ତାଙ୍କ ବସ ନଦୀରେ ଓଲଟି ପଡିଛି । ବସରେ ପାଖାପାଖି ୩୦ ଯବାନ ଥିଲେ । ଡ଼ିଆରଜି ଟିମ ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପରେସନ ପାଇଁ ବାହାରିଥିଲେ । ସୋମବାର ପାଖାପାଖି ଗୋଟାଏ ବେଳେ ଅପରେସନରୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ବସକୁ ନଦୀରୁ ବାହାର କରିବାକୁ ପ୍ରୟାସ କରାଯାଉଛି ।

ବାଜିପୁର ଏସପି କମଳଲୋଚନ ଲାସ୍ୟପ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏସପି କଶ୍ୟପ କହିଛନ୍ତି ଯେ ଦୁର୍ଘଟଣାରେ କୌଣସି ଯବାନଙ୍କ କୌଣସି କ୍ଷତି ହୋଇନାହିଁ । ନଦୀ ପୋଲ ଉପରେ ପାଣି ପ୍ରବାହ ବହୁତ ଜୋରରେ ହେଉଥିଲା । ପୋଲ ପାର କରିବା ସମୟରେ ଦୁର୍ଘଟଣା ଘଟିଛି । ବସକୁ ବାହାର କରିବାକୁ ଚେଷ୍ଟା କରାଯାଉଛି ଏବଂ ଘଟଣାସ୍ଥଳକୁ ଅତିରିକ୍ତ ସେନା ପଠାଯାଇଛି ।

   Related Posts