Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ସାବଧାନ ଶତ୍ରୁ : କଡା ଜବାବ ଦେବ ନାଗ୍ , ବାଲେଶ୍ବରରେ କୁଇକ୍ ଆକ୍ସନ୍ ମିଶାଇଲର ସଫଳ ପରୀକ୍ଷଣ

13/11/2020 at 8:18 PM

ବାଲେଶ୍ବର୧୩/୧୧ : ଡିଆରଡିଓ ପକ୍ଷରୁ ଆଉ ଏକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ବାଲେଶ୍ବର ସ୍ଥିତ ଚାନ୍ଦୀପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହିତ ଭୂମିରୁ ଆକାଶକୁ ଭେଦ କରିପାରୁଥିବା କୁଇକ୍ ଆକ୍ସନ ମିଶାଇଲ ପରୀକ୍ଷଣ କରାଯାଇଛି । ପରୀକ୍ଷା ସମୟରେ ମିଶାଇଲ ସିଧା ତାର ଟାର୍ଗେଟକୁ ଭେଦ କରିଛି । ଏହା ପୂର୍ବରୁ ଗତ ମାସରେ ଡିଆରଡିଓ ଦ୍ବାରା ବିକଶିତ ନାଗ୍ ଆଣ୍ଟି ଟେକ୍ ଗାଇଡେଡ୍ ମିଶାଇଲ ପରୀକ୍ଷଣ କରାଯାଇଥିଲା ।

ଏହି ପରୀକ୍ଷଣ ଏପରି ସମୟରେ କରାଯାଇଛି ଯେତେବେଳେ କି ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ସଫଳତାର ସହ ପରୀକ୍ଷଣ ପରେ ବର୍ତ୍ତମାନ ଏହି ମିଶାଇଲ ଭାରତୀୟ ସେନାରେ ସାମିଲ ହେବାକୁ ତୟାର ।  ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଅଧିକାରୀମାନେ କହିଛନ୍ତି ଭାରତ ଆଜି ଡିଆରଡିଓ  ଦ୍ବାରା ବିକଶିତ ନାଗ ଏଣ୍ଟି ଟେକ ଗାଇଡେଡ୍ ମିଶାଇଲ ସଫଳତାର ସହିତ ପରୀକ୍ଷଣ କରିଛି ।

ଗୋଟିଏ ନାଗ୍ ମିଶାଇଲ କ୍ୟାରିୟର ଦ୍ବାରା ତିଆରି କରାଯାଇଥିବା ନାଗ ମିଶାଇଲ ପ୍ରଣାଳୀ ଗୋଟିଏ ଲକ୍ଷକୁ ୪ ରୁ ୭ କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରିବ । ଏହାକୁ ଲକ୍ଷସ୍ଥଳରେ ପହଞ୍ଚାଇବା ପାଇଁ ଉନ୍ନତମାନର ଯନ୍ତ୍ରପାତି ଲଗାଯାଇଛି । ନାଗ୍ ମିଶାଇଲ ହେଉଛି ତୃତୀୟ ପିଢିର ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ଯେଉଁଥିରେ ଦିନ ଏବଂ ରାତି ଉଭୟ ସମୟରେ ଶତ୍ରୁ ପକ୍ଷଙ୍କ ଟ୍ୟାଙ୍କକୁ ଖୋଜି ନଷ୍ଟ କରିପାରିବାର କ୍ଷମତା ରଖିଛି ।

   Related Posts