Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

DRDOର ଗବେଷଣା: କୋଭିଡ ରୋଗୀଙ୍କ ପାଇଁ ବିକଳ୍ପ ହୋଇପାରେ ଅକ୍ସିଜେନ୍ ସିଲିଣ୍ଡର

20/04/2021 at 9:13 AM

ନୂଆଦିଲ୍ଲୀ ୨୦/୪: କରୋନା ସହ ଦେଶରେ ଏବେ ବଡ ସମସ୍ୟା ପାଲଟିଛି ଚିକିତ୍ସା ସୁବିଧା । କେଉଁଠି ବେଡ ନାହଁ ତ କେଉଁଠି ହସ୍ପିଟାଲରେ ରୋଗୀଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଅଭାବ ହେଉଛି । ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ କରୋନାର ଅବସ୍ଥାକୁ ଦୃଷ୍ଟିରେ ରଖି ଏସ୍‌ପିଓ୦୨ ଅକ୍ସିଜେନ ବିତରଣ ପ୍ରଣାଳୀ ପ୍ରସ୍ତୁତ କରୁଛି । ଏହାର ବ୍ୟବହାର ଅତ୍ୟଧିକ ଉଚ୍ଚରେ ମୁତନୟ ସୈନିକଙ୍କ ପାଇଁ କରାଯିବ । ଏହା କରୋନା ରୋଗୀଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । 

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ କୁହାଯାଇଛି ଯେ, ଏହି ସ୍ୱୟଂଚାଳିତ ପ୍ରଣାଳୀ, କରୋନାର ସମୟରେ ଆଶୀର୍ବାଦ ସ୍ୱରୂପ ହେବ । ବେଙ୍ଗାଲୁରୁସ୍ଥିତ ଡିଆରଡିଓର ଡିଫେନ୍‌ସ ବାୟୋ-ଇଂଜିନିୟରିଂ ଆଣ୍ଡ ଇଲକଟ୍ରୋ ମେଡିକାଲ ଲେବ୍ରୋରେଟରୀ ଦ୍ୱାରା ବିକସିତ, ସିଷ୍ଟମ ଏସ୍‌ପିଓ୨ ଏକ ଲେବଲ ସେଟ କରି ବ୍ୟକ୍ତିକୁ ହାଇପୋକ୍ସିୟାର ସ୍ଥିତିରୁ ବଂଚାଯାଇ ପାରିବ, ଯାହାକି ଅତି ବିପଦପୂର୍ଣ୍ଣ । 

   Related Posts