Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

‘ଏଚଏସଟିଡିଭି’ ମିସାଇଲ୍‌ର ସଫଳ ପରୀକ୍ଷଣ

12/06/2019 at 3:11 PM

ଭଦ୍ରକ ୧୨|୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଏକ ବଡ ସଫଳତା ମିଳିଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକିଲକୁ ଆଜି ଦିନ ୧୧ଟା ୨୨ମିନିଟ୍ ରେ ଆଇଟିଆର ସ୍ଥିତ ଅବଦୁଲ କାଲାମ ଦ୍ବୀପ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ସଫଳ ପରୀକ୍ଷଣ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଇପରସୋନିକ ଟେକ୍ନୋଲୋଜି  ଡେମନଷ୍ଟ୍ରେଟର ଭେଇକିଲର ସଫଳ ପରୀକ୍ଷଣ ଦ୍ବାରା ଏବେଠାରୁ ଭାରତ ଆକାଶ ମାର୍ଗରେ ଉଭୟ ଦୂରଗାମୀ ସୁପରସୋନିକ କ୍ରୁଜ୍ ମିସାଇଲ ପରୀକ୍ଷଣରେ ବେଶ୍ ସହାୟକ ହେବ । ସେହିଭଳି ଏହି ସୁପରସୋନିକ ସ୍ପିଡ୍ ଫ୍ଲାଇଟ୍ ସାହାଯ୍ୟରେ ଅତି କମ୍ ଖର୍ଚ୍ଚରେ ମହାକାଶରେ ଉପଗ୍ରହ ପ୍ରେରଣ  ହୋଇପାରିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ହାଇପରସୋନିକ୍ ଆୟାରକ୍ରାଫ୍ଟ ରେ ଡବର ସ୍କାମ୍ ଜେଟ୍ ଇଞ୍ଜିନ ବ୍ୟବହାର ହୋଇଛି । ଏହା ଶବ୍ଦର ଗତିଠାରୁ ୪ ଗୁଣା  ଅଧିକ ଗତିରେ ଯାଇପାରେ  ।

   Related Posts