ରାଜ୍ୟରେ ପ୍ରଥମ: କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ପଜିଟିଭ ଚିହ୍ନଟ

Published By : Prameya-News7 Bureau | May 26, 2020 IST

କଟକ୨୬/୫: ରାଜ୍ୟରେ ପ୍ରଥମ କୋଭିଡ-୧୯ ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲର ଡାକ୍ତର।  କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ।  କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲରେ ଲାଗୁ ହୋଇଛି କଟକଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.