ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ମାତୃ ବିୟୋଗ

Published By : Prameya-News7 Bureau | September 23, 2020 IST

କଟକ୨୩/୯: ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ମାତୃ ବିୟୋଗ। ଚିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୫ରେ ଦତ୍ତେଶ୍ବରଙ୍କ ବାପା ଚିତ୍ତରଞ୍ଜନ ହୋତାଙ୍କ ଦେହାନ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.