Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ଦଲାଲଙ୍କର ସହ ୨ ନକଲି ଶିକ୍ଷକଙ୍କୁ ଗିରଫ କଲା ଗଞ୍ଜାମ ପୁଲିସ

29/02/2020 at 8:47 PM

ବ୍ରହ୍ମପୁର – ଗଞ୍ଜାମ ପୁଲିସ ଦୁଇ ନକଲି ଶିକ୍ଷକଙ୍କ ସହ ତିନି ଜଣ ଦଲାଲଙ୍କୁ ଗିରଫ କରିଛି । ମୋଟ

୫ ଜଣଙ୍କୁ ଗିରଫ କରାଯାଇଛି ।

ନକଲି ସିଟି ଓ ବିଏଡ୍‌ ସାର୍ଟିଫିକେଟ୍ ପ୍ରସ୍ତୁତ ସରଞ୍ଜାମ ସହ ନଗଦ ୨୬,୦୦୦ ଟଙ୍କା ଜବତ କରାଯାଇଛି ।

୪୦ ରୁ ଉର୍ଦ୍ଧ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ନେଇ ଗତ ସପ୍ତାହରେ ନ୍ୟୁଜ ୭ ରେ ଖବର ପ୍ରସାରିତ ହୋଇଥିଲା ।

ଏବେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଆସିକା ପୁଲିସ୍ ।

   Related Posts