ବଧୂ ହତ୍ୟା ଅଭିଯୋଗ
9/06/2018 at 10:25 AM

ବନ୍ତଳା ଥାନା ଧୁକୁଟା ଗାଁରେ ବଧୂ ହତ୍ୟା ଅଭିଯୋଗ
ମୃତକ ହେଉଛନ୍ତି ପ୍ରିୟଙ୍କା ଦେହୁରୀ
ବିବାହର ବର୍ଷେ ପରେ ଯୌତୁକ ଜନିତ ନିର୍ଯ୍ୟାତନାର ଶିକାର ହେଉଥିଲେ ପ୍ରିୟଙ୍କା
ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ
ବନ୍ତଳା ଥାନାରେ ଅଭିଯୋଗ ପରେ ପୋଲିସ ପହଂଚି ତଦନ୍ତ କରୁଛି
ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ