Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଯୌତୁକ ପାଇଁ ଝୁନୁକୁ ମାରିଦେଲେ ଶ୍ବଶୁର ଘର ଲୋକ !

10/02/2019 at 1:16 PM

ତେଲକୋଇ୧୦|୨: ଯୈ।ତୁକ ପାଇଁ ଵଧୁହତ୍ୟା ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି ।ମୃତ ମହିଳାଙ୍କ ବାପା ଭରତ ମହାନ୍ତ ଏ ନେଇ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ୨୦୧୨ ମସିହାରେ ପଣ୍ଡାପଡା ଥାନା ଅନ୍ତର୍ଗତ କମାରନାଳି ଗାଁ ର ଭରତ ମହାନ୍ତ ଙ୍କ ଝିଅ ଝୁନୁକୁ ତେଲକୋଇ ଥାନା କରଦାଙ୍ଗି ଗାଁ ର ହରିଶ୍ଚନ୍ଦ୍ର ମହାନ୍ତ ବିବାହ କରିଥିଲେ । ତେବେ ଯୈ।ତୁକ ବାବଦକୁ ଏକ ଲକ୍ଷଟଙ୍କା ଜ୍ବାଇଁ ଙ୍କୁ ଦେଇ ପାରିନଥିଲେ ।ସେଥିପାଇଁ ଶଶୁର ଘଳଲୋକେ ଝୁନୁକୁ ନିର୍ଯ୍ୟାତନା ଦେଇଆସୁଥିଲେ ।ନିର୍ଯ୍ୟାତନା ସହି ନପାରି ଝୁନୁ ବାପଘରକୁ ଚାଲିଯାଇଥିଲେ ।

ଗତ ଶୁକ୍ରବାର ହରିଶ୍ଚନ୍ଦ୍ର ଶଶୂରଘରକୁ ଯାଇ ବୁଝାସଝା କରି ଝୁନୁ କୁ ନିଜଘର କରଦାଙ୍ଗି ଗାଁ କୁ ନେଇଆସିଥିଲେ ।ଏବଂ ଗତକାଲି ଶନିବାର ଦିନ ଝୁନ ୩ଟା ପର୍ଯ୍ୟନ୍ତ ନିଜ ବାପାଙ୍କ ସହ କଥାବାର୍ତ୍ତା କରିଥିଲେ । କିନ୍ତୁ ୫ଟାବେଳେ ଖବର ାସିଲା ଯେ ଝୁନୁର ସ୍ବାସ୍ଥ୍ୟ ଅବସ୍ଥା ଖରାପ ।ତେବେ ସେତେବେଳକୁ ଝୁନୁଙ୍କୁ ହତ୍ୟା କରାଯାଇରିଥିଲା ବୋଲି ବାପା ଭରତ ମହାନ୍ତ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି ।ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

   Related Posts