ଗୁଣିଗାରେଡିକୁ କେନ୍ଦ୍ରକରି ଡବଲ ମର୍ଡର, ବଡ ଭାଇର ହତ୍ୟାକାରୀକୁ ହତ୍ୟା କଲା ସାନ ଭାଇ !

Published By : Prameya-News7 Bureau | June 21, 2019 IST

ରାୟଗଡା ୨୧|୬: ରାୟଗଡା ଅମ୍ବାଦଳା ଥାନା ଅନ୍ତର୍ଗତ ଶୁକ୍ଳାଭଟ୍ଟା ଗାଁରେ ଡବଲ୍ ମର୍ଡର । ଗୁଣି ଗାରେଡିସନ୍ଦେହରେ ଜଣଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ମୃତକ ହେଲେ ମକର ନାୟକ । ମକରଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ସାନଭାଇ ନକୂଳ ନାୟକ ।

{"id":125328}

ହତ୍ୟାର ପ୍ରତିଶୋଧ ନେବା ପାଇଁ କରୁଣାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମକରର ଭାଇ ନକୂଳ ନାୟକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନକୂଳ ନାୟକଙ୍କୁ ଗିରଫ କରିବା ସହ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.