Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମହାପ୍ରଳୟ- ଫଟୋରେ ଦେଖନ୍ତୁ ବିନାଶକାରୀ ସାମୁଦ୍ରିକ ଝଡ ଡୋରିଆନର ପ୍ରଭାବ ,ଛାରଖାର ହୋଇଯାଇଛି ….

8/09/2019 at 4:23 PM

ଫ୍ଲୋରିଡା – ଆମେରିକାର ଫ୍ଲୋରିଡା ଉପକୂଳରେ ଭୀଷଣ ସାମୁଦ୍ରିକ ଝଡି ଡୋରିଆନ୍‌ ପ୍ରଳୟ ଲୀଳା ରଚିଥିଲା । ମାତ୍ର ଏହା ଯୋଗୁଁ ବାହାମାସର ବେଶୀ କ୍ଷତି ହୋଇଛି । ବାହାମାସରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

photo courtesy -(AFP)


ବାହାମାସର ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନିଶ ବିନାଶକାରୀ ସାମୁଦ୍ରିକ ଝଡ ଡୋରିଆନ ଯୋଗୁଁ ଅନେକ ଘରଦ୍ୱାର ଭାଙ୍ଗିଯାଇଛି । କେବଳ ସେତେକି ନୁହଁ ଅନେକ ସ୍ଥାନରେ ଭୁସ୍ଖଳନ ହୋଇଛି ।

photo courtesy -(AFP)

୮୦ ଜଣ ଲୋକଙ୍କୁ ଜୀବୀତ ଉଦ୍ଧାର କରାଯାଇଥିବା ବେଳେ ଓବାକୋ ଦ୍ୱୀପରୁ ଲୋକଙ୍କୁ ଖାଲି କରିଦିଆଯାଇଥିଲା । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

photo courtesy -(AFP)


ଏହି ବିନାଶକାରୀ ତେଫାନ୍‌ ଯୋଗୁଁ ଉଚ୍ଚ ଜୁଆର ଆସିବାରୁ ଅନେକ ଜାହାଜ ସ୍ଥଳ ଭାଗକୁ ଚାଲି ଆସିଛି । କେତକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

photo courtesy -(AFP)

   Related Posts