Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ବେଳେ କେବେ ଏହି ଅଙ୍ଗକୁ ଛୁଅନ୍ତୁ ନାହିଁ…ହୋଇପାରେ ଏହି ଅସୁବିଧା

29/03/2019 at 6:47 PM

ନାରୀ  ସଂସାର ଗଢ଼ିପାରେ , ଭାଙ୍ଗି ବି ପାରେ । ନାରୀ ପାଇଁ ବିଶ୍ଵରେ ବି ହୋଇଛି ବଡ଼ ବଡ଼ ଯୁଦ୍ଧ । ମହାଭାରତରେ ଯେମିତି ଦୌପଦୀ ପାଇଁ ରାମାୟଣରେ ମଧ୍ୟ ସୀତାଙ୍କ ପାଇଁ ହୋଇଛି ଯୁଦ୍ଧ । ମୁନୀଋଷିମାନେ ମଧ୍ୟ ନାରୀଙ୍କ ପାଇଁ ହୋଇଛନ୍ତି ତପସ୍ୟାରୁ ଭଙ୍ଗ । ନାରୀଙ୍କ ପାଇଁ ଚାଲିଛି ସଂସାର, ଚାହିଁଲେ ଗୋଟର ପରିବାରକୁ ସରସ-ସୁନ୍ଦର କରି ଗଢ଼ିପାରିବେ ..ଚାହିଁଲେ ଭାଙ୍ଗି ସୁନା ସଂସାରକୁ ବି ଚୁନା କରିଦେବେ ।

ନାରୀକୁ ହିନ୍ଦୁଧର୍ମରେ ଅଧିକ ଭାବରେ ପ୍ରାଧାନ୍ୟ ଦିଆଯାଇଛି । ସେଥିପାଇଁ ଶକ୍ତି ପୂଜନର ପରମ୍ପରା ମଧ୍ୟ ହିନ୍ଦୁ ଧର୍ମରେ ଅଛି । ନାରୀକୁ ପରିବାରର ଆଦରଣୀୟା,ସମ୍ମାନୀୟା ବୋଲି ବିବେଚନା କରାଯାଏ ।

ନାରୀ ସମାଜ ପାଇଁ ସବୁ ଭୂମିକା ତୁଲାଇ ପାରେ । ସେ ଜାୟା-ଜନନୀ-ଭଗନୀର ଭୂମିକାରେ ଅବତୀର୍ଣ୍ଣ ହୋଇ  ସଂସାର ରକ୍ଷା କରିବାକୁ ଥାଏ ପ୍ରତିଶୃତିବଦ୍ଧ । ସେ ହୋଇପାରେ ସୃଷ୍ଟିକାରୀଣି ହୋଇପାରେ ମଧ୍ୟ ସଂହାରକାରିଣୀ ।

ସଂସାର ରକ୍ଷାକରିବାକୁ ନାରୀଟିଏର ଦାୟିତ୍ବ କିଛି କମ୍ ନୁହେଁ । ପୁରୁଷ ସବୁବେଳେ ନାରୀଟିଏକୁ ସବୁକ୍ଷେତ୍ରରେ ଲୋଡ଼େ । ସକାଳୁ ଉଠିବା ଠାରୁ ବିଛଣାକୁ ଯିବା ପର୍ଯ୍ୟନ୍ତ ନାରୀଟିଏର ଥାଏ ଲୋଡ଼ା ।

ସାମାଜିକ ବ୍ୟବସ୍ଥା ଅନୁସାରେ ସଂପର୍କକୁ ମଧ୍ୟ ଆମେ ଗୁରୁତ୍ଵ ଦେଇଥାଉ । ମାଆ-ଭଉଣୀ-ସ୍ତ୍ରୀ ସମସ୍ତଙ୍କ ଦାୟିତ୍ବ ଓ ସଂପର୍କ ବି ଅଲଗା  । ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାରେ ବି ଶାସ୍ତ୍ରରେ ଅଛି ନିୟମ । କାହିଁକି ଏ ନିୟମ ମାନିବାକୁ ପଡ଼େ ସମସ୍ତେ ଜାଣିବା ଦରକାର ।

ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ସମୟରେ କେବେ ବି ଏହି ଅଙ୍ଗକୁ ଛୁଅନ୍ତୁ ନାହିଁ । କାରଣ ଆମେ ଶକ୍ତିପୁଜା କରୁଥିବା କାରଣରୁ ନାରୀ ଜାତିକୁ ସମ୍ମାନ ଓ ଗୁରୁତ୍ଵ ଦେଇଥାଉ । ଯଦି ଆମେ ନୀତିନିୟମ ବାହାରକୁ ଚାଲିଯିବା ତାହେଲେ ଆମ ଉପରେ ପଡ଼ିପାରେ କିଛି ଅସୁବିଧା । ମାଆଙ୍କର ଶୁଭଦୃଷ୍ଟି ମଧ୍ୟ ଆମ ଉପରେ ପଡ଼ି ନପାରେ ।

ମନେ ରଖନ୍ତୁ ଶାରୀରିକ ସଂପର୍କ ରଖିବା ବେଳେ ସ୍ତ୍ରୀଂକୁ ସଂପୂର୍ଣ୍ଣ ଉଲଗ୍ନ କରନ୍ତୁ ନାହିଁ କିମ୍ବା  ନାଭିକୁ ଛୁଅନ୍ତୁ ନାହିଁ । ମାଆ କାଳୀଙ୍କର ବାସସ୍ଥାନ ନାଭିପ୍ରଦେଶ ହୋଇଥିବା କାରଣରୁ ଛୁଇଁଲେ ମାଆଙ୍କର କୋପଦୃଷ୍ଟି ନିଶ୍ଚିତ ଆପଣଙ୍କ ଉପରେ ପଡ଼ିବ । ଆପଣଙ୍କ ସୁଖ-ସମୃଦ୍ଧିର ପଥ ରୋଧ ହେବ ।  ଏହି କାରଣରୁ ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାବେଳେ ନାଭିକୁ ଆଦୌ ଛୁଅନ୍ତୁ ନାହିଁ ।

   Related Posts