Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପରିସ୍ରା ଗଲାବେଳେ ଜମା କରନ୍ତୁନି ଏହି ସବୁ କାମ, ପଡି ପାରନ୍ତି ଅସୁବିଧାରେ …..

24/12/2018 at 6:51 PM

ଯଦି ଆପଣଙ୍କୁ ପରିସ୍ରା ଲାଗୁଛି ତାହେଲେ ଏଭଳି କିଛି ଭୁଲ କରନ୍ତୁ ନାହଁ । ଯାହା ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇପାରେ । ପରିସ୍ରା କଲାବେଳେ କିନ୍ତୁ କେତୋଟି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ । ଯଦି ଏହିସବୁ କଥା ପ୍ରତି ଧ୍ୟାନ ଦେଉନାହାଁନ୍ତି, ତାହେଲେ ଆପଣ ବି ଭୋଗିପାରନ୍ତି ଏହି ସବୁ ରୋଗ ।

ଜାଣନ୍ତୁ କଣ କରିବା ଦରକାର ।

ପରିସ୍ରା ଲାଗୁଛି ଯଦି ବେଶୀ ସମୟ ଯାଏଁ ଅପେକ୍ଷା କରନ୍ତୁ ନାହଁ, ଜଲଦି କେଉଁଠି ନା କେଉଁଠି ପାସ୍ କରିଦିଅନ୍ତୁ। ନହେଲେ ଏହା ଆପଣଙ୍କ ପାଇଁ ହୋଇପାରେ  ହାନିକାରକ । ଯଦି ଆପଣ ଠିକ ସମୟରେ ପରିସ୍ରା କରୁନାହାଁନ୍ତି, ତା ହେଲେ କିଡ଼ିନ୍ ସଂକ୍ରମିତ ହୋଇପାରେ । ଆପଣ ବି କିଡ଼ିନ ସଂବନ୍ଧୀୟ ବିଭିନ୍ନ ରୋଗରେ ପଡ଼ିପାରନ୍ତି ।

ତେବେ ପରିସ୍ରା ଯିବାବେଳେ ଟୟେଲଟ ସଫା ଅଛିକି ନାହଁ ଦେଖିକି ଯାଆନ୍ତୁ । ଯଦି ଅପରିଷ୍କାର ଟୟେଲଟରେ ପରିସ୍ରା ଯାଉଛନ୍ତି- ଇନଫେକସନ ହୋଇଯିବାର ଆଶଂକା ଅଛି ।

ଅଧିକାଂଶ ଲୋକ ସର୍ବସାଧାରଣ  ଜାଗାରେ ଥିବା ଟୟେଲଟରେ  ପରିସ୍ରା କରିଥାନ୍ତି । ହେଲେ ବିଶେଷଭାବେ ଧ୍ୟାନଦେବା ଦରକାର ଯାହାର ଇନଫେକସନ ଆଗରୁ ଅଛି ପରିସ୍ଥିତି ଆହୁରି ଗମ୍ଭୀର ହୋଇଯିବ । କିମ୍ଵା ଇନଫେକସନ ଶ୍ରୀଘ୍ର ହେବାର ଆଶଂକା ଅଛି ।

ପରିସ୍ରା କଲାବେଳେ ଯଦି ଦୁର୍ଗନ୍ଧ ବାହାରୁଛି ତା ହେଲେ ଅଣଦେଖା କରନ୍ତୁ ନାହଁ, ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ ।

   Related Posts