Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କାକୁଡ଼ି ଖାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନଚେତ୍ ପଡ଼ିବେ ଅସୁବିଧାରେ

25/04/2019 at 12:49 PM

ଏବେ ଗ୍ରୀଷ୍ମ ଦିନ ଆରମ୍ଭ ହୋଇଗଲାଣି। ଗ୍ରୀଷ୍ମ ଦିନରେ ଆମ ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ। ଏହି ଋତୁରେ ଶରୀରରେ ଜଳୀୟ ଅଂଶ ପୂରଣ କରିବା ପାଇଁ ଲୋକେ କାକୁଡ଼ି ଖାଇଥାଆନ୍ତି। ଆପଣ ଆଜିକାଲି ଅଧିକାଂଶ ସ୍ଥାନରେ କାକୁଡ଼ି ଠେଲା ଦେଖିବାକୁ ପାଉଥିବେ। ଆମେ ଗ୍ରୀଷ୍ମ ଦିନରେ କାକୁଡ଼ି ଅତ୍ୟନ୍ତ ଆନନ୍ଦରେ ଖାଇଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି କି କାକୁଡ଼ି ଖାଇବା ପରେ କେଉଁ ଜିନିଷ ଖାଇବା ଅନୁଚିତ୍। ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଜାଣିବା ଏହି ବିଷୟରେ।

କାକୁଡ଼ି ଖାଇବା ପରେ ଆପଣ ଭୁଲରେ ପାଣି ପିଇବେ ନାହିଁ କାରଣ କାକୁଡ଼ିରେ ୯୫ପ୍ରତିଶତ ମାତ୍ରାରେ ପାଣି ରହିଥାଏ।

କାକୁଡ଼ି ଖାଇବା ପରେ ପାଣି ପିଇଲେ ହଜମ କ୍ରିୟା ପ୍ରଭାବିତ ହୋଇଥାଏ ଏବଂ କାକୁଡ଼ିରେ ଥିବା ପୋଷକ ତତ୍ତ୍ବ ଆମ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ମିଳିନଥାଏ। ଏଥିପାଇଁ କାକୁଡ଼ି ଖାଇବା ପରେ ଭୁଲରେ ପାଣି ପିଇବା ଅନୁଚିତ୍।

   Related Posts