ସାବଧାନ - ଏମିତି କରନ୍ତୁ ନାହିଁ...

Published By : Prameya-News7 Bureau | November 26, 2019 IST

ଖାଇବା ପରେ ଗାଧାନ୍ତୁ ନାହିଁ 

ପାଣିରେ ପରିଶ୍ରା କିମ୍ବା ମଳତ୍ୟାଗ କରନ୍ତୁ  ନାହିଁ।

ସକାଳେ ଉଠିବା ପରେ ପୂର୍ବ ଦିଗକୁ ମୁହଁ କରି ପରିଶ୍ରା କରନ୍ତୁ ନାହିଁ । 

ସୂର୍ଯ୍ୟସ୍ତ ସମୟରେ ପଶ୍ଚିମ ଦିଗକୁ ମୁହଁ କରି ପରିଶ୍ରା କରନ୍ତୁ ନାହିଁ ।

ପିତୃ ମାତୃଙ୍କୁ ଶ୍ରାଦ୍ଧ ଦେବା ପରେ ଗାଈ ଦୁହନ୍ତୁ ନାହିଁ ।

କୌଣସି ବୃକ୍ଷ ମୂଳରେ ମଳ ମୂତ୍ର ତ୍ୟାଗ କରନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.